ଆସିଲା ବିଜେଡ଼ି ର ପ୍ରାର୍ଥୀ ତାଲିକା । ବିଜୁ ଜନତା ଦଳର ସଭାପତି ଶ୍ରୀ ନବିନ ପଟ୍ଟନାୟକ ଆଜି ବାଲେଶ୍ୱର ଲୋକସଭା ଆସନ ଏବଂ ୯ଟି ବିଧାନ ସଭା ପାଇର୍ଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ବାଲେଶ୍ୱର ଳୋକସଭା ଆସନରୁ – ଲେଖାଶ୍ରୀ ସାମନ୍ତ ସିଂହାର, ସେହିପରି ବିଧାନସଭା ଆସନ ପାଇଁ ରେଢାକୋଲ ରୁ ରୋହିତ ପୂଜାରୀ ,ସମ୍ବଲପୁର ପ୍ରସନ୍ନ ଆଚାର୍ଯ୍ୟ. ତାଳଚେର ବ୍ରଜ ପ୍ରଧାନ,ଭୁବନେଶ୍ୱର ମଧ୍ୟ ରୁ ଅନନ୍ତ ନାରାୟଣ ଜେନା ,ତେଲକୋଇ ମାଧବ ସର୍ଦ୍ଦାର, ଲକ୍ଷ୍ମୀପୁର- ପ୍ରଭୁ ଜାନୀ, ନର୍ଲ୍ଲା ମନୋରମା ମହାନ୍ତି, ପାରାଦ୍ୱୀପ ଗୀତାଞ୍ଜଳୀ ରାଉତ ରାୟ , ବାଲିଗୁଡ଼ା ଚନ୍ଦ୍ର ମଣୀ କହଁର ଙ୍କ ନାମ ଘୋଷଣା ହୋଇଛି ।