ସେଓ ଖାଇବା ପରେ ଭୁଲରେ ଭି ଖାଆନ୍ତୁ ନାହିଁ ଏହି ଜିନିଷ
ସେଓ ଶରୀର ପାଇଁ ବେଶ ଲାଭଦାୟକ । ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଗୋଟିଏ ଲେଖାଏଁ ସେଓ ଖାଇଲେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦୂର ହୋଇଥାଏ । ଆପଣ ଜାଣିଛନ୍ତି କି ଠିକ ଉପାୟରେ ସେଓ ନଖାଇଲେ ଆପଣଙ୍କୁ ଲାଭ ପରିବର୍ତେ କ୍ଷତି ହୋଇପାରେ । କିଛି ଲୋକ ସେଓ ଖାଇବା ପରେ ଏମିତି କିଛି ଖାଇଦିଅନ୍ତି ଯାହାଦ୍ୱରା ସେମାନଙ୍କ ଶରୀରକୁ ବହୁତ ହାନୀ ପହଂଚି ଥାଏ । ତେବେ ଆସନ୍ତୁ ଜାଣିବା ସେଓ ଖାଇବା ପରେ କେଉଁ ସବୁ ଜିନିଷ ଖାଇବା କଥା ନୁହେଁ…
ପ୍ରତିଦିନ ସକାଳେ ଗୋଟିଏ ସେଉ ଖାଇବା ବେଶ ଲାଭଦାୟକ କିନ୍ତୁ ରାତିରେ ଶୋଇବା ପୂର୍ବରୁ ଯଦି ସେଓ ଖାଆନ୍ତି ତେବେ ଆପଣଙ୍କୁ ଆସ୍ତମା ହେଇପାରେ ।
କିଛି ଲୋକ ସେଓ ଖାଇବା ପରେ ଖଟା ଖାଇଥାନ୍ତି ଏହାଦ୍ୱାରା ଏସିଡିଟିର ସମସ୍ୟା ହୋଇପାରେ ।
ସେଓ ଖାଇବା ପରେ ଯଦି ମୂଳା ଖାଇଥାନ୍ତି ତେବେ ଆପଣଙ୍କ ଶରୀରରେ ଧଳା ଦାଗ ହୋଇପାରେ