ରାଜ୍ୟ ବିଜେପି ପକ୍ଷରୁ ଏକ ବଡ଼ ଘୋଷଣା । ଦଳ ସରକାର ଗଢିଲେ ମହିଳା ପାଇବେ ମାସିକ ୧୦୦୦ ଟଙ୍କା ସହାୟତା । ଅର୍ଥାତ ବର୍ଷ କୁ ୧୨୦୦୦ ଟଙ୍କା । ହିନ୍ଦୀ ହାର୍ଟ ଲ୍ୟାଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଏହି ସ୍କିମ ଘୋଷଣା କର ନିକଟରେ ସରକାର କୁ ଆସିଥିଲା ବିଜେପି । ଏହି ଷ୍ଟାର୍ଟେଜିଜିକୁ ଓଡ଼ିଶାା ବିଜେପି ଆପଣେଇଛି ।