ଆଜି ରାଜ୍ୟ କ୍ୟାବିନେଟ ର ଏକ ଗୁରୁତ୍ୱ ପୂ୍ର୍ଣ୍ଣ ବୈଠକ ଶେଷ ହୋଇଛି ବୈଠକ ରେ ୩ ଟି ପ୍ରସ୍ତାବରେ ମୋହର ବାଜିଛି । ସରକାରୀ କର୍ମଚାରୀ ଙ୍କ ମୃତୁ୍ୟ ପରେ ନିଯୁକ୍ତି ମିଳିବ ବୋଲି କ୍ୟାବିନେଟ ରେ ପ୍ରସ୍ତାବ ମିଳିଛି ଏହା ସହ ଗୋପାଳପୁର ବନ୍ଦର ର ୯୫ ସେୟାର କୁ ଆଦାନୀ ଗ୍ରୁପ କୁ ପ୍ରଦାନ କରାଯାଇଛି । ସେହିଭଳି ଅଗ୍ନିବୀର ମାନଙ୍କୁ ପୋଲିସ , ଅଗ୍ନିଶମ ବାହିନୀ ଏବଂ ଓଡ଼୍ରାଫ ସହ ୧୦ ପ୍ରତିଶତ ନିଯୁକ୍ତି ରହିବ ।