ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନ କୁ ନେଇ ବଡ଼ ଦାବି କରିଛନ୍ତି କହିଛନ୍ତି ଚଳିତ ଲୋକସଭା ନିର୍ବାଚନରେ ‘ଇଣ୍ଡିଆ ମେଣ୍ଟ’ ୩୧୫ ଆସନ ରେ ବିଜୟୀ ହେବ । ଅନ୍ୟପଟରେ ୂବିଜେପି ଅଧିକ ଭାବେ ୧୯୫ ଆସନରେ ବିଜୟୀ ହେବ । ନିର୍ବାଚନ ଫଳାପଳ ପ୍ରକାଶ ପରେ ମୋଦି ଆଉ ଦିଲ୍ଲୀ ରେ ରହିବେ ନାହିଁ । ‘ଇଣ୍ଡିଆ ମେଣ୍ଟ’ ର ସରକାର ହେବ ବୋଲି ଭବିଷ୍ୟ ବାଣୀ କରିଛନ୍ତି ସୁଶ୍ରୀ ମମତା ବାନାର୍ଜୀ ବିଜେପି କୁ ୧୯୦ ରୁ ୧୯୫ ଆସନ ମିଳିବ ଅନ୍ୟ ପଟରେ ୩୧୫ ଲୋକସଭା ଆସନରେ ବିଜୟୀ ହେବ ଇଣ୍ଡିଆ ମେଣ୍ଟ ।