ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉସôବରେ ଯୋଗ ଦେବା ପାଇଁ ବିଜେଡ଼ି ସୁପ୍ରିମୋ ଙ୍କୁ ନିମନ୍ତ୍ରଣ କରିଛି ଓଡ଼ିଶା ବିଜେପି । ଆଜି ନବୀନ ନିବାସ ଯାଇ ନିମନ୍ତ୍ରଣ କରିଛନ୍ତି ବିଜେପି ର ୫୫ ବରିଷ୍ଠ ନେତା ।ବିଜେପି ସଭାପତି ମନମୋହନ ସାମଲ, ସଚରେଶ ପୁଜାର, ନିତ୍ୟାାନନ୍ଦ ଗଣ୍ଡ ଓ ସମୀର ମହାନ୍ତି ନବୀନ ନିବାସ ଯାଇ ନିମନ୍ତ୍ରଣ କରିଚନ୍ତି । ନବୀନ ବାବୁ ନିଶ୍ଚିତ ଭାବେ ଶପଥ ଗ୍ରହଣ ଉସôବରେ ପହଞ୍ଚିବେ ବୋଲି କହିଛନ୍ତି ମନମୋହନ ସାମଲ ।