ଆଜି ସୁନ୍ଦରଗଡ଼ରେ ବିଜେପ ପ୍ରାର୍ଥୀି ଜୁଏଲ ଓରାଲ ପ୍ରାର୍ଥୀ ପତ୍ର ଦାଖଲ କରିବେ । ତା ପୂର୍ବରୁ ସେ ସକାଳେ ନିଜ ଘରେ ଥିବା ଦେବୀ ଓ ଦେବତାଙ୍କୁ ପୂଜାର୍ଚନା କରିଛନ୍ତ୍ି । ଘରେ ଥିବା ତୁଳସୀ ଚଉରା ଙ୍କୁ ପୁଜା କରିବା ସହ ଗ୍ରାମ ଦେବତି ଙ୍କୁ ପୁଜା କରିଛନ୍ତି । ସେହିପରି ପୁରୀ ଲୋକସଭା ବିଜେଡ଼ି ପ୍ରାର୍ଥୀ ଅରୁପ ପଟନାୟକ ନାମାଙ୍କନ ଭରିବେ ସକାଳୁ ହଜାର ସଂଖ୍ୟକ ସମର୍ଥକ ଙ୍କ ସହ ପ୍ରାର୍ଥି ପତ୍ର ଦାଖଲ କରିବା ପାଇଁ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । ।