ଆଜି ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମ ପଦରୁ ଇସ୍ତଫା ଦେଇଛନ୍ତି କୁନା ତ୍ରିପାଠୀ । ଗତକାଲି ରାଜ୍ୟ ଉନ୍ନୟନ ପଦରୁ ସୁବାଷ ମହାରାଜ , ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମ ପଦରୁ ଚିନ୍ମୟ କୁମାର ସାହୁ ଇସ୍ଥଫା ଦେଇଥିଲେ । କୁନା ତ୍ରିପାଠୀ ୨୦୧୮ ମସିହା ମେ ୧୦ ତାରିଖ ର ରାଜ୍ୟ ଚଳଚ୍ଚ୍ିତ୍ର ଉନ୍ନୟନ ନିଗମ ର ଅଧକ୍ଷତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।