କଂଗ୍ରେସ ନେତା ସାମ୍ ପିଟ୍ରୋଡ଼ା ଅଳ୍ପ କିଛି ଦିନ ତଳେ ଉତ୍ତର ଭାରତୀୟ ଟିକସ କୁ ନେଇ ବିବାଦ କୁ ନେଇ ଆସିଛନ୍ତି । ଏବେ ସାମ ପିଟ୍ରୋଡ଼ା ଭାରତର ବିଭିନ୍ନ ସଂସ୍କୃତି ବିଷୟରେ କହି ତୁଳନା କରିଛନ୍ତି । ଭରତ ଏପରି ଏକ ବିବିଧ ଦେଶ ଯେଉଁଠାରେ ପୂର୍ବର ଲୋକ ମାନେ ଚାଇନିଜ, ପାଶ୍ଚାତ୍ୟ ର ଲୋକ ମାନେ ଆରବ, ଉତ୍ତର ର ଲୋକମାନେ ବୋଧ ହୁଏ , ଗୋରା ଓ ଉତ୍ତର ର ଲୋକେ ବୋଧ ହୁଏ ଅଫ୍ରିକୀୟ ଭଳି ଦେଖାଯାଉଛନ୍ତି । ଏହି ବିବିଧତା ହେଉଛି ଭାରତର ପରିଚୟ । ଭାରତ ର ବିଭିନ୍ନ ଚଳନି ଖାଦ୍ୟପେୟ ରହିଛି, ପିଟ୍ରୋଡ଼ା ଙ୍କ ଏହି ବୟାନ କୁ ନେଇ ପୁଣି ତରେ ସେ ଚର୍ଚ୍ଚାକୁ ଆସିଛନ୍ତି ।