ଜୁଲାଇ ୨୨ ରୁ ହେବ ମ୍ୟାଟ୍ରିିକ ସପ୍ଳିମେଣ୍ଟାରି ପରୀକ୍ଷା । ଏନେଇ ପରିକ୍ଷା ସୂଚି ପ୍ରକାଶ ପାଇଛି । ଯେଉଁ ଛାତ୍ର ଛାତ୍ରୀ ମାନେ ଫେଲ ହୋଇଥିଳେ କିମ୍ବା କୌଣସି କାରଣ ପାଇଁ ପରୀକ୍ଷା ନଦେଇନଥିଲେ ସେମାନେ ପୁଣି ଥରେ ପରିକ୍ଷା ଦେବାକୁ ସୁଯୋଗ ପାଇଛନ୍ତି । ଜୁଲାଇ ୨୨ ରୁ ଆରମ୍ଭ ହୋଇ ୩୧ ରେ ଶେଷ ହେବ ପରିକ୍ଷା । ପରିକ୍ଷାର ତାରିଖ ଓ ସମୟ ବୋର୍ଡ଼ ପକ୍ଷରୁ ଜାରି କରାଯାଇଛି ।