ନବୀନ ନିବାସରେ ମୁଖ୍ୟମନ୍ତ୍ରୀ, ମୋହନ ଚରଣ ମାଝି ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବିୀନ ପଟ୍ଟନାୟକ ଙ୍କୁୂ ନିମନ୍ତ୍ରଣ ଦେଇଛନ୍ତି । ନବୀନ ନିବାସ ଯାଇ ସର୍ବଦଳୀୟ ବୈଠକରେ ଯୋଗ ଦେବାକୂ ତାଙ୍କୁ ନିମନ୍ତ୍ରଣ କରିଥିଲେ । ସବୁଦିନ ବିଧାନସଭା ଆସିବାକୁ ମଧ୍ୟ ତାଙ୍କୁ ନିମନ୍ତ୍ରଣ କରିଛନ୍ତି ମୋହନ ଚରଣ ମାଝି ।