ନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଛଉଛି ରାଜନିତି । ଲୋକ ଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ପ୍ରଚାର କୁ ଯୋରଦାର କରାଯାଇଛି । ସେହିପରି ବିଜେପି ପକ୍ଷରୁ ଜନସେବା ଶୋଭାଯାତ୍ରା ସହ ରୋଡ଼୍ ସୋ କରାଯାଉଛି । ଏହି କ୍ରମରେ ପୁଣିଥିରେ ଓଡ଼ିଶା ଆସିବେ ବିଜେପି ର ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୦ ରେ ଭୁବନେଶ୍ୱରରେ ବିଶାଳ ରୋଡ଼ ସୋ କରିବେ ମୋଦି । ବାଣୀବିହାର ରୁ ମାଷ୍ଟର କ୍ୟାଣ୍ଟିନ ଯାଏଁ ମୋଦି ରୋଡ଼ ସୋ କରିବେ ବୋଲି ଭୁବନେଶ୍ôର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।