ରାଜ୍ୟ ନିର୍ବାଚନ ଅଧିକାରୀ ଙ୍କ ଦ୍ୱାରା ଳଞ୍ଚ ହେଲା ମୋ ବୁଥ ଆପ । ଯେଉଁଥିରେ କିଏ କେଉଁଠି ଭୋଟ ଦେବ ଜାଣିବା ସହଜ ହେବ । ଖୋର୍ଦ୍ଦା ଜିଲ୍ଲା ପାଇଁ ଏହା ଳଞ୍ଚ ହେଲା । ଭୋଟରଙ୍କ ଏହି ଆପ୍ ଡ଼ାଉଲୋଡ଼ କରିବା ସହ ନିଜ ବୁଥ୍ ର ଅବସ୍ଥିତି ଜାଣିବା ସହଜ ହେବ । ଏବେ ଏହି ଆପ୍ଳିକେସନ ଆଣ୍ଡ୍ରଏଡ଼ ବ୍ୟବହାର କାରୀ ଡ଼ାଉଲୋଡ଼ କରିପାରିବେ । ଏହ ସହ ଗତ ନିର୍ବାଚନ ରେ ଭୁବନେଶ୍ୱର ର ଭୋଟିଂ ସଂଖ୍ୟା ୫୦ ପ୍ରତିଶତ ରୁ କମ ହୋଇଥିବାରୁ ଏହାକୁ ବୃଦ୍ଧି କରିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଛିନ୍ତି ସିିଇଓ ନିକୁଞ୍ଜ ବିହାରୀ ଧଳ ।