୨୨ ଅଗଷ୍ଟରେ ପୁରା ଦେଶରେ କଂଗ୍ରେସର ରାଷ୍ଟ୍ରୀୟ ସ୍ତରର ଏକ ବଡ଼ ଆନେ୍ଦାଳନ ହେବାକୁ ଯାଉଛି । ଏହି ଅନେ୍ଦାଳନରେ ମଲିକାର୍ଜୁନ ଖଡ଼ଗେ , ରାହୁଲ ଗାନ୍ଧିଙ୍କ ସମେତ କଂଗ୍ରେସ ର ୫୬ ଜଣ ରାଜନେତା ଯୋଜଦେବାର କାର୍ଯ୍ୟକ୍ରମ ରହିଛି । ଦେଶରେ ଚାଳିଥିବା ଦୁର୍ନିତି କୁ ପ୍ରତିବାଦ କରି କଂଗ୍ରେସ ଏହି ବିକ୍ଷୋଭ କରୁଥିବା ସୂଚନା ମିଳିଛି ।