ଆଜି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଦଳ ର ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଙ୍କ ପାଇଁ ପ୍ରଚାର ମଇଦାନ କୁ ଓହ୍ଲାଇବେ ବିଜେଡ଼ି ସୁପିମୋ ତଥା ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ଦେବଗଡ଼. ଛେଣ୍ଡିପଦା, ଆଠମଲ୍ଲିକ ରେ ବିଶାଳ ଜନ ସଭା କୁ ସମ୍ଭୋଧିତ କରିବାର କାର୍ଯ୍ୟକ୍ରମ ଅଛି ନବୀନଙ୍କର ମାରାତାନ ପ୍ରଚାର ପ୍ରଣବ ଙ୍କ ପାଇର୍ଁ ସଞ୍ଜିବନି ହେବ ବୋଲି ଚଚର୍୍ା ହେଉଛି ।