ହିଞ୍ଜିଳି ଏବଂ ଶେରଗଡ଼ରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ସୂତ୍ର ରୁ ମିଳଥିିବା ସୂଚନା ଅନୁଯାୟୀ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ୨୧ ଟି ସଂସଦୀୟ କ୍ଷେତ୍ରର ୩୬ ଟି ସ୍ଥାନରେ ନିର୍ବାଚନୀ ପ୍ରଚାର କରିବେ । ଦଳର ଏକ ନମ୍ବର ଷ୍ଠାର ତାରକା ଭାବରେ ନବୀନ ନିର୍ବାଚନୀ ମଇଦାନ କୁ ଓହ୍ଲାାଇବେ । ପ୍ରଚାର କାର୍ଯ୍ୟକୁ ଜୋରଦାରେ କରିବେ । ସେହିପରି ଦଳୂର ଦୁଇ ନମ୍ବର ଷ୍ଟାର ତାରକା ଭି କାର୍ତ୍ତୀକ ପାଣ୍ଡିଆନ୨୧ ଟି ସଂସଦୀୟ ଦଳର ୧୦୨ ଟି ସ୍ଥାନରେ ନିର୍ବାଚନୀ ସଭା କୁ ସମ୍ଭୋଧିତ କରିବେ ବୋଲି ଜଣାଯାଇଛି ।