ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ରାଜନୀତି ରୁ ସନ୍ୟାସ ନେଲେ ବୋଲି ଘୋଷଣା କରିଛନ୍ତି । ଭଣ୍ଡା୍ରୀପୋଖରୀ ବିଧାନସଭା ଆସନରୁ ସେ ପରାସ୍ତ ହେବା ପରେ ଏପରି ଘୋଷଣା କରିଛନ୍ତି ନିରଞ୍ଜନ ।

Subscribe to our newsletter to get our newest articles instantly!
Confirmed
0
Death
0