୩ ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ରେ ନାମାଙ୍କନ ଭରିବା କାର୍ଯ୍ୟକ୍ରମ ଚାଳିଛି ।ଏହି ପର୍ଯ୍ୟାୟରେ ୬ ଟି ଲୋକସଭା ଓ ୪୨ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ ସମ୍ବଲପୁର ସମେତ, ପୁରୀ, କଟକ, ଯାଜପୁର, ଭୁବନେଶ୍ୱର , ଢେଙ୍କାନାଳ, ନେ୍ଦୁଝର ଲୋକସଭା ଆସନ ପାଇଁ ଭୋଟ ହେବ । ଏଯାଏଁ ଏହି ୬ଟି ଲୋକସଭା ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ବିଧାନସଭା ପାଇଁ ୯୦ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।