ଆଜି ଜନସମାଗମ ସହ ରାଉଲକେଲା ଆସନ ପାଇଁ ଦିଲ୍ଲୀପ ରାୟ ନାମାଙ୍କନ ଭରିଛନ୍ତି । ସୁ ନ୍ଦର ଗଡ଼ ଜିଲ୍ଲା ଏହି ପ୍ରମୁଖ ଆସନ ପାଇଁ ଦିଲ୍ଲୀପ ରାୟ ନାମାଙ୍କନ ଭରିଛନ୍ତି । ସେହିଭଳି ବାବା ଧବଲେଶ୍ୱର ଙ୍କୁ ପୂଜା କରି ୪୦ ବର୍ଷ ତଳର ପୁରୁଣା ସ୍କୁଟର ଚଲାଇ ନାମାଙ୍କନ ଭରିଛନ୍ତି ବିଜେଡ଼ି ର ଆଠଗଡ଼ ବିଧାନ ସଭା ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଁ । ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ତୀ ସମ୍ବିତ ପାତ୍ର ନାମାଙ୍କନ ଭରିଥିଲା ବେଳେ ବୈଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ବିଜେଡ଼ି ପ୍ରାର୍ଥୀ ପ୍ରଦିପ ଅମାତ୍ ଏବଂ କନ୍ଧମାଳ ବିଧାନସଭା ପାଇଁ ବିଜେଡ଼ିର ମହିଦର ରଣା ନାମାଙ୍କନ ଭରିଛନ୍ତି ।