ବିଜେପି କ୍ଷମତାକୁ ଆସିଲେ ୫ବର୍ଷରେ ଓଡ଼ିଶା କୁ ନିଶାମୁକ୍ତ କରିବ । ୫ ବର୍ଷରେ ଓଡ଼ିଶା ହେବ ନିଶାମୁକ୍ତ ବୋଲି ବିଜେପି ନିଜ ଇସ୍ତହାର ରେ ପ୍ରତିଶ୍ରୁତି ଦେଇଛି । କେରଳ କୁ ୨୦୧୪ ରେ ୧୦ ବର୍ଷ ଭିତରେ ନିଶାମୁକ୍ତ କରିବାକୁ ହୋଇଥିଲା ନିତି । ଓଡ଼ିଶାକୁ ୫ ବର୍ଷରେ ନିଶାମୁକ୍ତ କରାଯିବ ଏ ସମ୍ପର୍କରେ ଇସ୍ତ୍ରାହର ଜାରି କରିଛି ବିଜେପି ।