ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଆସନ ରେ ହାରିଛନ୍ତି । ହିଞ୍ଜିଳି ସହ କଣ୍ଟାବାଞ୍ଝିରେ ସେ ପ୍ରାର୍ଥୀ ହୋଇଥିଲେ । କିନ୍ତୁ କଣ୍ଟାବାଞ୍ଝି ରେ ବିଜେପି ପ୍ରାର୍ଥୀ ଙ୍କ ଠାରୁ ସେ ହାରିଛନ୍ତି । ସେହିପରି ୧୨ ଜଣ ମନ୍ତ୍ରୀ ବିଜେପି ର ନବାଗତ ଙ୍କ ଠାରୁ ପରାଜିତ ହୋଇଛନ୍ତି । କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ୍ଲ ମାଝି, ଅର୍ଥ ମନ୍ତ୍ରୀ , ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ମନ୍ତ୍ରୀ ସୁଦାମ ମାଝି, ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ, ମନ୍ତ୍ରୀ ଟୁକୁନୀ ସାହୁ, ପିତିିରଞ୍ଜନ ଘଡ଼େଇ, ,ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା , ଆଳି ମନ୍ତ୍ରୀ ଜଗନ୍ନାଥ ଶାରକା, ବାସନ୍ତି ହେମ୍ବ୍ରମ, ବିଜେପି ର ନବାଗତ ପ୍ରାର୍ଥୀ ଙ୍କ ଠାରୁ ନରାଜିତ ହୋଇଛନ୍ତି ।