ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଚନ୍ତି ଯେ ଓଡ଼ିଶା ପରିଚୟ ଓ ଭାଷା ପ୍ରତି ବିପଦ ରହିଛି । ଏହାରୀ ଜବାବରେ ବିଜେଡି ନେତା ତଥା୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ ଓଡ଼ିଶାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାରେ ନବୀନଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ଏହାର ପ୍ରଚାର ପ୍ରସାରରେ ବିଜେପିର ଅବଦାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଶେଷରେ ଓଡ଼ିଶାବାସୀ ତାଙ୍କର ସ୍ତାନ ନିର୍ଦ୍ଧାରଣ କରିବେ ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି ।