ପୂର୍ବତନ ସାଂସଦ ତଥା ବରଗଡ ଜିଳ୍ଲା ବିଜେଡି ସଭପତି ପ୍ରଭାସ ସିଂହ ଆଜି ନବୀନ ନିବାସ ଆସି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ୨୦୧୪ରୁ୨୦୧୯ ଯାଏଁ ସେ ଥିଲେ ବରଗଡ ସାଂସଦ । ଚଳିତ ଥର ସେ ଟିକେଟ ଆଶାୟୀ ଥିଲେ କିନ୍ତୁ ବିଜେଡି ପରିଣିତା ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିବା ପରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଜଣାପଡିଛି ।