ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଙ୍କ ଭବିଷ୍ୟ ବାଣୀ
ବିଜେପି ପାଇବ ୩୦୦ ଆସନ
ଭାରତ ର ଜଣାଶୁଣା ରାଜନୀତି ରଣନିତିକାର ପ୍ରଶାନ୍ତ କିଶୋର ବିଜେପି ଓ ପ୍ରଧାନମନ୍ତ୍ରୀ ଙ୍କୁ ନେଇ ବଡ଼ ଭବିଷ୍ୟ ବାଣୀ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମକନ୍ତ୍ରୀ ମୋଦି ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ବିଜେପିକୁ ପୂର୍ବ ଏବଂ ଦକ୍ଷିଣ ଭାରତରେ ଭଲ ଆସନ ମିଳିବ । ପଶ୍ଚିମବଙ୍ଗ ଓଡ଼ିଶା ଏବଂ ତେଲେଙ୍ଗାନାରେ ବିଜେପି ର ଆସନ ସଂଖ୍ୟା ବଢିବ । ଉତ୍ତର ଏବଂ ପଶ୍ଚିମ ଭାରତର ବିଜେପି ର ଆସନ ସଂଖ୍ୟାା ,ଏତେ ହ୍ରାସ ପାଇବ ନାହିଁ । ଏହି ନିର୍ବାଚନ ରେ ପିଏମ ମୋଦି ଙ୍କ ସାମ୍ନାରେ କୌଣସି ବଡ଼ ଆହ୍ୱାନ ନାହିଁ ଲୋକସଭା ରେ ବିଜେପି ୩୦୦ ଆସନ ପାଇବ ବୋଲି ଭବିଷ୍ୟବାଣୀ କରିଛନ୍ତି ପ୍ରଶାନ୍ତ କିଶୋର ।
ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟ ବାଣୀ, ବିଜେପି ପାଇବ ୩୦୦ ଆସନ
Leave a comment