ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ଦର୍ଶନ କରିଛନ୍ତ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ନବନିର୍ମିତ ମନ୍ଦିର ଗର୍ଭ ଗୃହ କୁ ଯାଇ ବାଳକ ରାମଙ୍କୁ ଦର୍ଶନ କରିବା ସହ ପୁଜାର୍ଚନା କରିଛନ୍ତି ମୁର୍ମୁ । ଏହା ସହ ସେ ରାମ ଚନ୍ଦ୍ର ଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି । ଏହି ଅବସରରେ ଶ୍ରୀ ରାମ ଜନ୍ମଭୁମି ତିର୍ଥ ପକ୍ଷରୁ ରାଷ୍ଟ୍ରପତିଙ୍କଚୁ ମନ୍ଦିରର ଏକ କ୍ଷୁଦ୍ର ପ୍ରତିମୂତ୍ତ ର୍ିଉପହାର ଦିଆଯାଇଛି ।