ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀ ଆସନ ଲାଗି ନାମାଙ୍କନ ଦାଖଲ କରିବେ । ଏହା ପୂର୍ବରୁ ସେ ଗଙ୍ଗା ସ୍ନାନ କରି ପ୍ରଚାର ରେ ବାହାରିବା କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ସଂନ୍ଧ୍ୟାରେ ରେ ପ୍ରଧାନମନ୍ତ୍ରୀ ଏକ ବିଶାଳରୋଡ଼ ସୋ ରେ ଯୋଗ ଦେଇଥିଲେ । ଗେରୁଆ ବସ୍ତ୍ର ଧାରୀ ଙ୍କ ସମାଗମ ରେ ପୁରା ସହର ଗେରୁଆ ଗେରୁଆ ଦିଶୁଥିଲା ।