ପୂର୍ବତନ ବ୍ରଜରାଜନଗର ବିଧାୟିକା ରୀାଧାରାଣୀପଣ୍ଡା ବିଜେପି ଛାଡିପାରନ୍ତି । ବିଜେଡି ପକ୍ଷରୁ ତାଙ୍କୁ ଡାକରା ଆସିଛି ବୋଲି କହିଛନ୍ତି ରାଧାରାଣୀ । ଦଳ ତାଙ୍କୁ ପ୍ରାର୍ଥୀ କଲାନାହିଁ ତାଙ୍କ ସ୍ଥାନରେ ସୁରେଶ ପୂଜାରୀଙ୍କୁ ଦଳ ପ୍ରାର୍ଥୀ କରିଛି । ଏନେଇ ସେ ଅସନ୍ତୁଷ୍ଟ ଥିବା କହିଛନ୍ତି ।

Subscribe to our newsletter to get our newest articles instantly!
Confirmed
0
Death
0