ଛତିଶଗଡ଼ ର ପୁର୍ବତନ ମୁଖ୍ୟମନ୍ତ୍ରୀ ୍କଂଗ୍ରେସ ର ବରିଷ୍ଠ ନେତା ଭୁପେଶ ବାଘେଲ ‘ଇଣ୍ଡିଆ ମେଣ୍ଟ’ ର ପ୍ରଧାନ ମନ୍ତ୍ରୀ ପ୍ରାର୍ଥୀ କୁ ନେଇ ବଡ଼ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ ର ରାଇବରେଲିି ରେ ଏକ ଜନ ସଭା କୁ ସମ୍ଭୋଧିତ କଲାବେଳେ ବାଘେଲ କହିଛନ୍ତି ରାଇବରେଲି ଲୋକ କେବଳ ଲୋକସଭା ସଦସ୍ୟ ନିର୍ବାଚିତ କରୁନାହାନ୍ତି ବରଂ ଦେଶ ର ପ୍ରଧାନମନ୍ତ୍ରୀ ନିର୍ବାଚିତ କରିବାକୁ ଯାଇଛନ୍ତି । ରାହୁଲ ଗାନ୍ଧୀ ହିଁ ହେବେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ।