ଆସନ୍ତା ୨୮ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧି । କଟକ ଜିଲ୍ଲାର ସାଲେପୁର ଠାରେ ପ୍ରଚାର ଅଭିଯାନ ଆରମ୍ଭ କରିବେ ରାହୁଲ । ଏହା ପରେ ପୁଣି ଥରେ ମେ ମାସ ୩ ଓ ୪ ତାରିଖରେ ରାହୁଲ ଗାନ୍ଧି ରାୟଗଡ଼ାରେ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିବେ । ଏହା ପରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଓଡିଶା ଆସିବେ ପିୟଙ୍କା ଗାନ୍ଧି ,ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ।