ନବରଙ୍କପୁରରେ ପୋଦାରଗଡ଼ା ଗାଁ ରେ ଦୁଇ ଶିଶୁ ରୁବେଲା ରୋଗରେ ଆକ୍ରାନ୍ତ ହେଇଥିବା ଜଣାପଡ଼ିଛି । ଘିମିରି ସଦୃଶ ହୋଇ କାଶ ଶର୍ଯ୍ୟାରେ ପହଞ୍ଚିଥିଲେ ଏହି ଶିଶୁୁ । ସାମ୍ପୁଲ ରେ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ପରେ ଏହି ରୋଗ କୁ ରୁବେଲା ରୋଗ ବୋଲି କୁହାଯାଇଛି । ଆକ୍ରାନ୍ତ ହୋଇଥିବା ଶିଶୁ ଙ୍କ ବୟସ ଯଥାକ୍ରମେ ୭ ଓ ଦଶ ବର୍ଷ । ରୁବେଲା ବା ମିଳିମିଳା ବା ତିନିଦିନିକିଆ ମିଳିମିଳା ରୋଗ ଏହି ରୁବେଲା ଭୁତାଣୁ ର ସଂକ୍ରମଣ ନାମ । କେତେଜଣ ଏହାର ଅଧାରୁ ଅଧିକ ରୋଗ ଅନୁଭବ କରିପାରନ୍ତି ନାହିଁ । ତେବେ ନବରଙ୍ଗପୁର ରେ ଏହି ରୋଗ ପରେ ସ୍ୱାସ୍ଥ୍ୟ ବିଭାଗର ଟିମ ରହିଛନ୍ତି ।