ବିଜେଡ଼ି ରୁ ଇସ୍ତଫା ଦେଇଥିବା ବିଜେଡ଼ି ର ବରିଷ୍ଠ ନେତା ତଥା ପୁର୍ବତନ ମନ୍ତ୍ରୀ ସମୀର ଦାସ ଆଜି ବିଜେପି ରେ ଯୋଗ ଦଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟ ରେ ତାଙ୍କୁ କ୍ିପରି ବିଜେଡ଼ି ପ୍ରଶାରିତ କଲା ତାହା ଉଲ୍ଲେଖ କରି ସେ ବିଜେପି ରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି । ସେହିପରି ବିଜେଡ଼ି ଛାଡ଼ି ବିଜେପି ରେ ମିଶିଛନ୍ତି କାକଟପୁର ର ବିଧାୟକ ସୁରେନ୍ଦ୍ର ସେଠି ।