ଶିମଳିପାଳ: ଝାଡ଼ଖଣ୍ଡ ମୁହାଁ ବାଘୁଣୀ ଜିନ୍ନତ। ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ମହାବଳ ଜିନ୍ନତ। ଶିମିଳିପାଳ ଆରସିସିଏଫଙ୍କ ସୂଚନା ଅନୁସାରେ, ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’। ଝାଡ଼ଖଣ୍ଡରେ ଜିନ୍ନତ ଉପରେ ନଜର ରଖିଛି ସ୍ଵତନ୍ତ୍ର ଟିମ। ଗତ ୧୫ରେ ଶିମିଳିପାଳ କୋର ଏରିଆକୁ ବାଘୁଣୀ ଜିନ୍ନତକୁ ଛଡ଼ାଯାଇଥିଲା। ମହାରାଷ୍ଟ୍ର ତଡ଼ବାରୁ ବାଘୁଣୀ ‘ଜିନ୍ନତ’କୁ ଶିମିଳିପାଳ ଅଣାଯାଇଥିଲା।