ଜୁନ ୧ ରେ ରାଜ୍ୟ ରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ । ଏହି ନିର୍ବାଚନ କୁ ନଜରରେ ରଖି ଆସନ୍ତା କାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ପାରାଦିପ ର କୁଞ୍ଜକ ଠାରେ ତାଙ୍କର ପ୍ରଥମ ସଭା ଥିବା ବେଳେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍୍ରର ଆଳି ରେ ତାଙ୍କର ଦିତ୍ୱୀୟ ସଭା ରହିଛି । ଆଳି ,ରେମୁଣରରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଆୟେଜିତ ନିର୍ବାଚନୀ ସଭାରେ ଯାଗ ଦେବାର କର୍ଯ୍ୟକ୍ରମ ରହିଛି ।