ଆଜି ଘଷିପୁରା ବିଧାନସଭା କ୍ଷେତ୍ର ପାଇଁ ନାମାଙ୍କନ ଭରିବେ ସୌମ୍ୟରଞ୍ଜନ ପଟ୍ଟନାୟକ । ଯରର୍ଦା, ବଡ଼ପଦନା, ସାଇଁକୁଲ ବେଲବାହାଲ , ଶାଳପଡ଼ାା ଓମେନ୍ସ କଲେଜ ପଛ ପଡ଼ିଆ ଶାଳପଡ଼ା ୁକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ନାମାଙ୍କନ ଭରିବେ ସୌମ୍ୟରଞ୍ଜନ । ମୋଟର ସାଇକେଲ ରାଲି ସହ ଯିବେ ସୌମ୍ୟରଞ୍ଜନ । ଘଷିପୁରା ଚାହେଁ ପରିବର୍ତ୍ତନ, ଗଷିପୁରା ଚାହେଁ ସୌମ୍ୟରଞ୍ଜନ ଏହି ନାରା ଦେଇ ନାମାଙ୍କନ ଭରିବେ ସୌମ୍ୟ ।