ଆଜି ଓଡ଼ିଶା ଗସ୍ତ ରେ ଆସି ବାଲେଶ୍ୱର ରେ ପହଞ୍ଚିଛନ୍ତି ଓମ ବିର୍ଲା । ଗଣମାଧମ କୁ ଓମ୍ କହିଛନ୍ତି ଓଡ଼ିଶା ବାସୀ ପରିବର୍ତ୍ତନ ଚାହୁଁଛନ୍ତି । ଓଡ଼ିଶାର ୨୧ ଟି ଲୋକସଭା ଆସନ ରେ ବିଜେପି ପ୍ରାର୍ଥୀଙ୍କ ର ବିଜୟ ହେବ । କାରଣ ଲୋକ ଚାହୁଁଛନ୍ତି ଓଡ଼ିଶାାରେ ପରିବର୍ତ୍ତନ । ଓଡ଼ିଶା ରେ ପୁନଃର୍ ରୁପରେ ସବୁ ଲୋକସଭା ଜିତିବ ବିଜେପି । ନବୀନ ସରକାରଙ୍କୁ ଲୋକ ଦେଖିଛନ୍ତି ଏବେ ବିଜେପି ସରକାର ଦେଖିବେ । ଦେଶବାସୀ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ।