ଓଡ଼ିଶାର ୬ ନେତାଙ୍କୁ ଯୋଗାଇଦିଆଯିବ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ଏ ସମ୍ପର୍କରେ ରାଜ୍ୟ ସିକୁ୍ୟରିଟି ୟିଙ୍ଗ୍ , ସ୍ପେଶାଲ ରାଜ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ତାକୁ ଦୃଷ୍ଟିରେ ରଖି ଓଡ଼ିଶାର ୬ ନେତା ଙ୍କୁ ଯୋଗାଇଦିଆଯିବ ୬ସ୍ୱତନ୍ତ୍ର ବ୍ୟବସ୍ଥା । ୩ ନେତାଙ୍କୁ ଜେଡ଼୍ ସୁରକ୍ଷା ଓ ଅନ୍ୟ ତିନି ନେତାଙ୍କୁ ୱାଇ ସୁରକ୍ଷା ଯୋଗେଇ ଦିଆଯିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରିୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିଜେଡ଼ି ନେତା ତଥା ୫ ଟି ଅଧକ୍ଷ ଭି. କେ ପାଣ୍ଡିୟାନ ଙ୍କୁ ସ୍ୱତନ୍ତ୍ର ଜେଡ଼ ସୁରକ୍ଷା ଯୋଗାଇ ଦିଆଯିବ । ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ , ପିସିସି ସଭାପତି ଶରଦ ପଟ୍ଟନାୟକ, ଓ କଣ୍ଟାବାଝିଂ ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କୁ ୱାଇ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସିକୁ୍ୟରିଟ୍ ୟିଙ୍ଗ୍ ୍ ସ୍ୱେଶାଲ ବ୍ରାଞ୍ଚ ପକ୍ଷରୁ , ସମ୍ପର୍କିତ ନିଷ୍ପତି ନିଆଯାଇଛି ।