ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ବାହାରେ ଛାତ୍ରୀ ଙ୍କ ବିକ୍ଷୋପ । ପ୍ରବଳ ଖରାରେ ଟକମକ ହୋଇ ଫୁଟୁଛି ଓଡ଼ିଶା । ଏହାକୁ ଆଖି ଆଗରେ ରଖି ଯୁକ୍ତ ୩ ପରୀକ୍ଷା ଘୁଞ୍ଚାଇବା କୁ ବିକ୍ଷୋପ ପ୍ରଦର୍ଶନ କରିଛନ୍ତି । ବିଶ୍ୱବିଦ୍ୟାଳୟ ବାହାରେ ଛାତ୍ରୀ ମାନେ ବିକ୍ଷୋପ କରି କହିଛନ୍ତି ଯେ କଲେଜ ଆସି ପରୀକ୍ଷା ଦେବା ସମ୍ଭବ ନୁହେଁ ।ଏହି ଦାବି ଦେଇ ଗୁରୁବାର କୁଳପତିଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିଲେ ଛାତ୍ରୀ । ଆଜି ଫାଟକ ବାହାରେ ଧାରଣା ରେ ବସିଉନ୍ତି ଛାତ୍ରୀମାନେ ।