ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ବିହାରର ୫ ଝାଡ଼ଖଣ୍ଡ ର ୩, ମହାରାଷ୍ଟ୍ରର ୧୩, ଓଡ଼ିଶା ର ୫ , ଉତ୍ତରପ୍ରଦେଶର ୧୪, ଓ ପଶ୍ଚିମବଙ୍ଗ ର ୭ ଟି ଲୋକସଭା ଆସନ ରେ ଭୋଟ ଗ୍ରହଣ ହେବ । ୮.୯୫ କୋଟି ଭୋଟ ର ଦେବେ ଭୋଟ । ଏହି ପର୍ଯ୍ୟାୟରେ ମୁମ୍ବାଇ ରୁ ପିୟୁଶ ଘୋଏଲ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାହୁଲ ଗାନ୍ଧୀ, ଏବଂ ସ୍ମୃତିି ଇରାନୀ ଙ୍କ ପରି ହେବି ୱଟ ନେତାଙ୍କ ର ଭାଗ୍ୟ ପରିକ୍ଷା ହେବ । ଆସନ୍ତାକାଲି ଓଡ଼ିଶା ରେ ଲୋକସଭା ,ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ରେ ଭୋଟ ଗ୍ରହଣ ହେବ ।