ରାଜ୍ୟ ରେ ଆରମ୍ଭ ହୋଇଛି ମତଦାନ । ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ର ୯୬ ଟି ଲୋକସଭା ଆସନ ରେ ହେଉଛି ଭୋଟ ଗଣନା । ୧୭୧୭ ଜଣ ସଂସଦ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଧାରଣ କରୁଛନ୍ତି ମତଦାତା । ଏଥିପାଇଁ ୭୦ ଲକ୍ଷ ମତଦାନ କେନ୍ଦ୍ର ର ବ୍ୟବସ୍ତା ହୋଇଛି । ଆନ୍ଧ୍ରପ୍ରଦେଶ ର ୧୪୫, ତେଲେଙ୍ଗାନାର ୧୭ , ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧ , ପଶ୍ଚିମବଙ୍ଗ ର ୮ ଟି ଲୋଖାଏଁ ସାଂସଦ ଆସନ ବିହାର ର ୫, ଝାଡ଼ଖଣ୍ଡ ର ୪ , ଓଡ଼ିଶା ର ୪ ଏବଂ ଜାମ୍ମୂକାଶ୍ୀର ର ଗୋଟିଏ ଅଞ୍ଚଳ ରେ ମତଦାନ ହେଉଛି । ଏଥିସହ ଓଡ଼ିଶା ର ୨୮ଟି ବିଧାନ ସଭା ଆସନ ପାଇଁ ହେଇଛି ଭୋଟିଂ ।