ଜାତିସଂଘର ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ୧୪୪ କୋଟି ପାର କରି ୧୪୪.୧୭ କୋଟିରେ ପହଞ୍ଚିଛି । ୭୭ ବର୍ଷ ଭିତରେ ଦୁଇ ଗୁଣା ହୋଇଛି ଜନସଂଖ୍ୟା । ଜାତି ସଂଘ, ଜନସଂଖ୍ୟା ପାଣ୍ଠି ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ଷ୍ଟେଟ ଅଫ ୱାଲର୍ଡ ପପୁଲେସନ- ୨୦୨୪ ରିପୋର୍ଟରୁ ଏହା ଜଣାପଡିଛି । ୭୭ ବର୍ଷରେ ଜନସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି । ୧୪ ବର୍ଷ ପର୍ଯ୍ୟନ୍ତ ବୟସର ୩୫କୋଟି ପୁରୁଷଙ୍କଠୁ ମହିଳାଙ୍କ ହାରାହାରି ଆୟୁଷ ଅଧିକା ।