କ’ଣ ଆପଣ ଜାଣନ୍ତି କି ଉତ୍ତରପ୍ରଦେଶ ରାମପୁରରେ , ବିଶ୍ୱର ସବୁଠୁ ବଡ ଛୁରି ଅଛି । ଯାହାର ଲମ୍ବା ହାରାହାରି ୬.୧୦ ମିଟର । ଏହି ଛୁରିକୁ ନିର୍ମାଣ କରିବାର କଳା ହାରାହାରି ୧୦୦ ବର୍ଷର ପୁରୁଣା । ଏହି ଛୁରିର ଦାମ ହାରାହାରି ୫୨ ଲକ୍ଷ ଟଙ୍କା ବୋଲି ଜଣାଯାଇଛି ।

Subscribe to our newsletter to get our newest articles instantly!
Confirmed
0
Death
0