ରାଜ୍ୟରେ ଚାଷୀ ଙ୍କ ସଂଖ୍ୟା ୪୮. ୯.୦୫ ବୋଲି ନିକଟରେ ବିଧାନସଭାରେ ଉପମୁଖ୍ୟମନ୍ତ୍ି ତତଶ କୃଷି ଓ କୃଷି ସଶକ୍ତି କରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ସୂଚନା ଦେଇଛନ୍ତି । କୃଷି ଗଣନା ୧୫-୧୬ ଅନୁଯାୟୀ ରାଜ୍ୟରେ ବିଭିନ୍ନ ଚାଷୀ ଙ୍କ ସଂଖ୍ୟା ଅନୁଯାୟୀ ରାଜ୍ୟରେ ନାମ ମାତ୍ର ନାମ ଚାଷୀ ଙ୍କ ସଖ୍ୟା ୩୬ ଲକ୍ଷ ୬୫୮, କ୍ଷୁଦ୍ର ଜାଷି ଙ୍କ ସଖ୍ୟା ୮ ଏକ୍ଷ ୮୭ ହଜାର ୨୭୨ ମଧ୍ୟମ ଜାଷି ଙ୍କ ସହଖ୍ୟା ୩ ଲକ୍ଷ ୩୭ହଜାର ୯୪୫ , ବଡ଼ ଜାଷୀ ଙ୍କ ସଖ୍ୟା୩ ହଜାର ୯୭୫, ମୋଟ ଚାଷି ଙ୍କ ସଂଖ୍ୟା ୬୮ ଲକ୍ଷ ୩୫ ହଜାର ୯୪୦, ଅନ୍ୟର ଜମି ଚାଷ କରୁଥିବା ଚାଷୀଙ୍କ ସଂଖ୍ୟା ହେଉଛି ୯.୦୫ ଲକ୍ଷ ଏହି ମୋଟ ଚାଷୀ ଓ ଭାଗ ଚାଷୀ ଙ୍କ ବିକାଶ ପାଇଁ ତଥା କୃଷି ର ଉନ୍ନତି ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରୁଥିବା ସମସ୍ତ ଯୋଜନାରେ ଏହି ଯୋଜନାରେ ଚାଷୀ ଙ୍କୁ ଗଣନା କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ସୁଚନା ଦେଇଛନ୍ତି ।