ରାଜ୍ୟରେ ତିନିଥର ମୁଖ୍ୟମନ୍ତ୍ରୀ ହୋଇଥିବା ଏବଂ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ପାଳ ପଦବୀରେ ବସିଥିବା ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ସୁପୁତ୍ର ପୃଥ୍ୱୀ ବିଲ୍ଲଭ ପଟନାୟକ ଓଡ଼ିଶା ରାଜନିତୀ ରେ ପ୍ରତକ୍ଷ ଭାବେ ପ୍ରବେଶ କରିଛନ୍ତି । ପୃଥ୍ୱି ବଲ୍ଲଭ ଙ୍କୁ ଟିକେଟ ଦେଇଛି କଂଗ୍ରେସ । ସେ ବେଗୁନିଆ ଆସନରୁ ନିର୍ବାଚନ ଲଢିବେ । ପୃଥ୍ୱି ଙ୍କ ନା କଂଗ୍ରେସ ପକ୍ଷରୁ ଘୋଷଣା ହେବା ପରେ ତାଙ୍କୁ ନେଇ ଏବେ ଚର୍ଛ୍ଛ ଜୋର ଧରିଛି ।