୧୯୯୩ ମସିହା ଅପ୍ରେଲ ୨୪ ତାରିଖ ଦିନ ପ୍ରଥମ ଥର ପାଇଁ ଭାରତର ସମ୍ବିଧାନରେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ସାମିଲ କରାଯାଇଥିଲା । ୭୩ତମ ସମ୍ବିଧାନ ସଂଶୋଧନ ଭାବେ ଏହି ବ୍ୟବସ୍ଥା ପରିଗଣିିତ । ୧୯୧୦ ମସିହାରେ ପ୍ରଥମ ଥର ପାଇଁ ଅପ୍ରେଲ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି । ଆଜି ଦିନରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଲୋକ ପ୍ରତିନିଧିଙ୍କ କ୍ଷମତା ଦାୟିତ୍ୱ ସଂପର୍କରେ ସଚେତନ କରାଯାଇଥାଏ ।