ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ ଭାରତର ସଫଳତାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମେ ୧୧ ରେ ଜାତୀୟ ପ୍ରଯୁକ୍ତି ବାଦ୍ୟାା ଦିବସ ଅର୍ଥାତ ନାସନାଲ ଟେକନୋଲୋଜି ଡ଼େ ପାଳନ କରାଯାଏ । ଗତ କିଛି ଦଶନ୍ଧି ମଧ୍ରରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି । ମହାକାଶ ଗବେଷଣା ହେଉ କି ଔଷଧୀୟ କ୍ଷେତ୍ରରେ ହେଉ ବିଭିନ୍ନ କ୍ଷେତ୍ରରେ ଭାରତ ଏବେ ରହଇଛି ଆଗରେ । ଏହାର ଇତିହାସ ମହତ୍ତ୍ୱ କୁ ବଜାୟ ରଖିବା ଉଦେ୍ଦଶ୍ୟରେ ପ୍ରତିବର୍ଷ ମେ ୧୧ ରେ ଏହି ଦିବସ ପାଳନ ହେଉଛି । ଏହି ଦିବସକୁ ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀ ଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଏହି ଦିବସକୁ ବୈଷୟିକ ବିଜ୍ଞାନ ବିକାଶ ଦ୍ୱାରା ପାଳନ କରାଯାଉଛି । ୧୯୯୯ ମସିହାରେ ପୋକରାମ ଠାରେ ଆଣବିକ ବୋମାର ସଫଳ କରିଥିଲା ଭାରତ । ଏହି ଦିନ କୁ ମନେରଖିବାକୁ ଯାଇ ପ୍ରତି ବର୍ଷ ପାଳନ ହେଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟାା ଦିବସ ।