ଆଜି ଦେଶବ୍ୟାପୀ ପାଳନ ହେଉଛି ପଣ୍ଡୀତ ଦୀନ ଦୟାଲ ଉପାଧ୍ୟାୟ ଙ୍କ ଜୟନ୍ତୀ । ତାଙ୍କୁ ବିଜେପି ର ପିତୃୁ ପୁରୁଷ କୁହାଯାଏ । ପଣ୍ଡିତ ଦିନ ଦୟାଲ ଉପାଧାୟ ୨୫ ସେପ୍ଟେମ୍ବର ୧୯୧୬ ରେ ମଥୁରା ଜିଲ୍ଲାର ନାଗଲା ଚନ୍ଦ୍ରଭାନ୍ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପ୍ରତି ବର୍ଷ ଦେଶ ରେ ଆଜି ର ଦିନ ରେ ତାଙ୍କ ଜୟନ୍ତୀ ପାଳନ କରାଯାଏ । ୧୯୬୭ ମସିହାରେ ଉପାଧାୟଜୀ କଲିକଟ ସମ୍ମିଳନୀରେ ଭାରତୀୟ ଜନ ସଂଗଠନ ର ସଭାପତି ଭାବରେ ନିର୍ବାଜିତ ହୋଇଥିଲେ । ଏହାର ୪୩ ଦିନ ପରେ ୧୧ ଫେବୃୟାରୀ ୧୯୬୮ ରାତିରେ ତାଙ୍କୁ ମୋଗଲସରାଇ ଷ୍ଟେସନ ରେ ହତ୍ୟା କରାଯାଇଥିଲା ଯାହା ପରେ ଚାରିଆଡ଼େ ଶୋକ ର ଲହରୀ ଖେଳିଯାଇଥିଲା ।