ମେ’ ୫ ଆଜି ହେଉଛି ବିଶ୍ୱ କାର୍ଟୁନିଷ୍ଟ ଦିବସ । ଏହି ଦିନ କାଟୁନିଷ୍ଟ ସେମାନଙ୍କ କାର୍ଯ୍ୟକୁ ସମ୍ମାନିତ କରିଥାଆନ୍ତି । ଯାହା ୧ ଶତାଦ୍ଦୀରୁ ଅଧିକ ସମୟ ଧରି ସମାଜ ଉପରେ ମନୋରଞ୍ଜନ ଏବଂ ମନ୍ତବ୍ୟର ଉତ୍ସ ହୋଇ ଆସିଛି । ବିଶ୍ୱ କାଟୁନିଷ୍ଟ ଦିବସ ହେଉଛି କାର୍ଟୁନିଂ , କଳା ଏବଂ ଏହା ପଛରେ ଥିବା ସୃଜନଶୀଳ ମନକୁ ପାଳନ କରିବା ପାଇର୍ ଉତ୍ସର୍ଗୀକୃତ ଦିନ । ପ୍ରତିବର୍ଷ ମେ’ ୫ରେ ଏହି ଦିନଟି ପାଳନ କରାଯାଏ ଯେ କାର୍ଟୁନ କିପରି ମିଡିଆ ଦୃଶ୍ୟର ଏବ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରାଜନୀତି , ସାମାଜିକ, ଲୋକପ୍ରିୟ ସଂସ୍କୃତି ଉପରେ ମତ ଓ ମନ୍ତବ୍ୟ ପ୍ରଦାନ କରିଥାଏ । କାର୍ଟୁନିଷ୍ଟମାନେ ଦୁନିଆକୁ ଆଣିଥିବା ସୃଜନଶୀଳତା, ହାସ୍ୟରସ, ଏବଂ ଅନ୍ତରଦୃଷ୍ଟିକୁ ପ୍ରଶଂସା କରିବା । ଏବଂ ପରବର୍ତ୍ତୀ ପିଢିର କାର୍ଟୁନିଷ୍ଟ ମାନଙ୍କୁ ଏହି କଳା ଧର୍ମର ଉତ୍ତରାଧିକାରୀ ଜାରି ରଖିବାକୁ ଆଜି ଦିନ ହେଉଛି ଉତ୍ସାହିତ କରିବାର ଦିନ ।