ନୃତ୍ୟ ଓ ନାଟକ ଭାରତୀୟ ସଂସ୍କୃତିର ଦୁଇ ଅବିଛେଦ ଅଙ୍ଗ । ୟୁନେସ୍କା ଦ୍ୱାରା ୧୯୪୨ ରୁ ପ୍ରତିବର୍ଷ ପାଳନ ହେଉଛି ଆନ୍ତର୍ଜାତୀୟ ନୃତ୍ୟ ଦିବସ । ନୃତ୍ୟ ସ୍ରଷ୍ଟା ଜାଂ ଜର୍ଜେସ ନାଗେରଙ୍କ ଜନ୍ମ ଦିବସ କୁ ନୃତ୍ୟ ଦିବସଭାବେ ପାଳନ କରାଯାଉଛି । ଓଡ଼ିଶୀ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏକ ସଂଙ୍ଗୀତ ପରମ୍ପରା । ଓଡ଼ିଶୀ ନୃତ୍ୟ କୁ ଭାରତ ସରକାର ଶାସ୍ତ୍ରୀୟ ସଂଙ୍ଗୀତ ର ମାନ୍ୟତା ଦେଇଛନ୍ତି । ଆଜି ବିଶ୍ୱ ନୃତ୍ୟ ଦିବସ ଅବସରରେ ଭାରତ ଏବଂ ଓଡ଼ିଶାରେ ନୃତ୍ୟ ଇତିହାସ ବିଷୟରେ ସ୍ଥାନେ ସ୍ଥାନେ ଆଲୋଚନା ସଭା ଅନୁଷ୍ଠିତ ହୋଇଛି ।