ବିଜେଡ଼ି ପ୍ରଚାର ର ମଙ୍ଗ ଧରିଛନ୍ତି ୫-ଟି ଅଧକ୍ଷ ଭିକେ ପାଣ୍ଡିଆନ. । ମାଲକାନାଗିରିର କାଳୀମେଳାରେ ୫- ଟଅଧକ୍ଷ ଭି.କେ ପାଣ୍ଡିଆନ ନିର୍ବାଚନି ପ୍ରଚାର କୁ ଜୋରଦାର କରିଛନ୍ତି । ଲୋକଙ୍କୁ ଭେଟିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ନୂଆପଡ଼ା ଗସ୍ତରେ ବିଜେଡ଼ି ର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ
ଯାଇ ନିର୍ବାଚନୀ ସଭାରେ ଜନତାଙ୍କୁ ସମ୍ବୋଧିତ କରିଥିଲେ । ସମ୍ବୋଧିତ କରି କହିଚନ୍ତି ଯେ ଓଡ଼ିଶା ରେ କେବଳ ନବୀନ ଇଞ୍ଜିନ ରହିବ । ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ ।
ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ ; ଭି.କେ ପାଣ୍ଡିଆନ
Leave a comment