କ୍ରମାଗତ ଭାବେ ତୃତୀୟ ପର୍ଯ୍ରାୟ ନିର୍ବାଚନରେ କମ୍ ମତଦାନ ହୋଇଛି । ୩ୟ ପର୍ଯ୍ୟାୟରେ ୬୪.୪ ପ୍ରତିଶତ ଭୋଟ ହୋଇଛି । ଯାହା ୨୦୧୯ ନିର୍ବାଚନ ଅେପେକ୍ଷା ୨.୯ ପ୍ରତିଶତ କମ୍ ରହିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ରାୟ ଭୋଟରେ ମଦ୍ୟ ସମାନ ପରିସ୍ଥିତି ଲକ୍ଷ୍ୟ କରାଯାଇଥିଲା । ପ୍ରତମ ପର୍ଯ୍ୟାୟରେ ମତଦାନ ହାର ୬୬.୧୪ ପ୍ରତିଶତ ହୋଇଥିଲା । ଏହା ୨୦୧୯ ନିର୍ବାଚନ ଅପେକ୍ଷା ୪ ପ୍ରତିଶତ କମ୍ । ସେହିପରି ଦ୍ୱିତୀୟ ପର୍ଯ୍ରାୟ ଭୋଟିଂ ହାର ୬୬.୭୧ ପ୍ରତିଶତ ଥିଲା । ଯାହା ୨୦୧୯ ଅପେକ୍ଷା ୩ ପ୍ରତିଶତ କମ୍ ଥିଲା ।